ସ୍ମାର୍ଟ ସିଟିର ବିକଳ ଚିତ୍ର : ରସୁଲଗଡ଼ ଶିଳ୍ପାଞ୍ଚଳ

ଖାଲଖମାରେ ଭର୍ତ୍ତି, ୨ବର୍ଷ ହେଲା କେହି ଶୁଣୁନାହାନ୍ତି ରସୁଲଗଡ଼ : ଭୁବନେଶ୍ବରକୁ ସ୍ମାର୍ଟ ସିଟି ବୋଲି ଡିଣ୍ଡିମ ପିଟା ଚାଲିଛି। ସହରର କେତେକ ଅଞ୍ଚଳରେ ରାସ୍ତାଘାଟ ଉନ୍ନତୀକରଣ ଏବଂ ସୌନ୍ଦର୍ଯ୍ୟୀକରଣରେ ଆଖିଦୃଶିଆ ଅର୍ଥ ଖର୍ଚ୍ଚ ହୋଇ ଚକାଚକ୍ ମଧ୍ୟ ହେଉଛି। କିନ୍ତୁ ସହର ବା ରାଜ୍ୟ ବାହାରୁ ଯଦି କୌଣସି ଲୋକ କେବେ ରସୁଲଗଡ଼ ଶିଳ୍ପାଞ୍ଚଳକୁ ଆସିବେ ଏବଂ ରାସ୍ତାଘାଟର ଦୁରବସ୍ଥା ଦେଖିବେ, କେବେ ବି ବିଶ୍ବାସ କରିପାରିବେନି ଯେ … Continue reading ସ୍ମାର୍ଟ ସିଟିର ବିକଳ ଚିତ୍ର : ରସୁଲଗଡ଼ ଶିଳ୍ପାଞ୍ଚଳ